icon

Poshan Odia HealthPhone

ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟିର ଲକ୍ଷଣ ଓ କ୍ଷତିକାରକ ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗୋଷ୍ଠୀକୁ ଅପପୁଷ୍ଟି ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ଜଣେ କିପରି ସହଜ କାର୍ଯ୍ୟ ଦ୍ାରା ଅପପୁଷ୍ଟି ପ୍ରତିହତ କରିପାରିବ ବୁଝାଇ ଦେବା

 

1. ଅପପୁଷ୍ଟିର ଲକ୍ଷଣ, ଫଳାଫଳ ଏବଂ ନିରାକରଣ

2. ଗର୍ଭାବସ୍ଥାରେ ଯତ୍ନ: ଗର୍ଭଧାରଣ ସମୟରେ ଯତ୍ନ

3. ସ୍ତନ୍ୟପାନ କରାଇବା ଏବଂ ଛଅ ମାସ ପରେ ଖାଦ୍ୟ

4. ଅପପୁଷ୍ଟି ନିରାକରଣ କରିବା ପାଇଁ ଶପଥ କରନ୍ତୁ

 

ଏହା ବ୍ୟାପକ ଗୋଷ୍ଠୀ ହିତରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ।

 

ପ୍ରସ୍ତୁତ କରିଛନ୍ତି: ୟୁନିସେଫ୍ ଓ ଅନ୍ୟ ବିକାଶ ଅଂଶିଦାରଙ୍କ ସକ୍ରିୟ ସହାୟତା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ

 

http://healthphone.org

 

 

Scan QR Code to Download Application:
Number of Downloads: 67
Current Version: 1.1
Updated 28-Feb-2017 0:41:56 PM
Min. required Android version: Android 4.0 - Ice Cream Sandwich
Category: m-learning
Price: Free
Developer: CDAC Hyderabad
Contact Info: 04023737124/25
Email-Id: ulearn(at)cdac(dot)in

Version History plus-icon minus-icon

Only the current version is available

Reviews minus-icon

There are no reviews for this Application.